ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ସବୁଜ ସଙ୍କେତ, ଏ ନେଇ ସର୍ଭେ ସରିଥିବା ଲୋକସଭାରେ ସ୍ପଷ୍ଟ କଲେ ରେଳମନ୍ତ୍ରୀ | ୩୩ କିମି ରେଳ ଲାଇନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭୨୫.୭୮ କୋଟି ଟଙ୍କା

ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ସବୁଜ ସଙ୍କେତ
ଏ ନେଇ ସର୍ଭେ ସରିଥିବା ଲୋକସଭାରେ ସ୍ପଷ୍ଟ କଲେ ରେଳମନ୍ତ୍ରୀ
୩୩ କିମି ରେଳ ଲାଇନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭୨୫.୭୮ କୋଟି ଟଙ୍କା
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହେବ ପ୍ରକଳ୍ପ
ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନରେ ଅଶ୍ବିନୀ ବୈଷ୍ଣବଙ୍କ ଉତ୍ତର

Leave a Reply

Your email address will not be published. Required fields are marked *