- ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ମାଆ କାନ୍ତା ଦେବୀ ଓ ପତ୍ନୀ ନୀତୁଙ୍କୁ ଆଶ୍ୱସ୍ତି, ସେମାନଙ୍କ ନାଁରେ ଭିଜିଲାନ୍ସ ମାମଲା ଖାରଜ ନିର୍ଦ୍ଦେଶ, ଭାଇ ଚମ୍ପକଙ୍କ ନାଁରେ ଥିବା ଗିରଫ ପରୱାନା କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ; ମାମଲା ଖାରଜ ପାଇଁ ଦୀପକଙ୍କ ମାଆ, ଭାଇ ଓ ପତ୍ନୀ ହାଇକୋର୍ଟ ଆସିଥିଲେ
- ‘କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି’, ‘କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ’, ‘ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିବାପାରିବା ତାହା ପ୍ରଶ୍ନବାଚୀ’, ‘ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ’ :DMET ସିବିକେ ମହାନ୍ତି