ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ମାଆ କାନ୍ତା ଦେବୀ ଓ ପତ୍ନୀ ନୀତୁଙ୍କୁ ଆଶ୍ୱସ୍ତି, ସେମାନଙ୍କ ନାଁରେ ଭିଜିଲାନ୍ସ ମାମଲା ଖାରଜ ନିର୍ଦ୍ଦେଶ, ଭାଇ ଚମ୍ପକଙ୍କ ନାଁରେ ଥିବା ଗିରଫ ପରୱାନା କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ; ମାମଲା ଖାରଜ ପାଇଁ ଦୀପକଙ୍କ ମାଆ, ଭାଇ ଓ ପତ୍ନୀ ହାଇକୋର୍ଟ ଆସିଥିଲେ

Leave a Reply

Your email address will not be published. Required fields are marked *