

- ୧୦ ଡିଗ୍ରୀ ତଳେ ୧୭ ସହର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୬ ଡିଗ୍ରୀ ସୁବର୍ଣ୍ଣପୁର ଓ କେନ୍ଦୁଝରରେ ୬.୪ ଡିଗ୍ରୀ |ଟିଟିଲାଗଡ଼ ୬.୫, ଭବାନୀପାଟଣା ୬.୮ ଅନୁଗୁଳ ଓ ବୌଦ୍ଧରେ ୮, ସୁନ୍ଦରଗଡ଼ ୮.୪ ବଲାଙ୍ଗିର ୮.୫, ସମ୍ବଲପୁର ୮.୬, କୋରାପୁଟ ୭, ତାଳଚେର ଓ ନୟାଗଡ଼ରେ ୯ ଡିଗ୍ରୀ, ଚାନ୍ଦବାଲି ୯.୭, ଭୁବନେଶ୍ବର ୧୦.୧ ଓ କଟକ ୧୦.୬ ଡିଗ୍ରୀ |
- ଓମିକ୍ରମ ଓ କରୋନା ପାଇଁ ଗାଇଡ୍ଲାଇନ୍କୁ କଡାକଡି କରାଯିବ। ୧୪ ଦିନ ପାଇଁ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଓ ବିଦେଶ ଫେରନ୍ତାଙ୍କ ଉପରେ ଆମ ଟିମ ନଜର ରଖିଛନ୍ତି। ଭୁବନେଶ୍ବରରେ କଣ୍ଟେନମେଣ୍ଟ ଫେରିବା ପ୍ରସଙ୍ଗରେ କହିଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ |