ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୮ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ ୩୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୯୯ ଜଣ କୋରୋନା ଆକ୍ରାନ୍ ଚିହ୍ନଟ, କଟକରୁ ୧୩, ଦେବଗଡ଼ରୁ ୮ ଓ ସମ୍ବଲପୁରରୁ ୭ ଜଣ ଚିହ୍ନଟ |

Leave a Reply

Your email address will not be published. Required fields are marked *