ଓମିକ୍ରମ ଓ କରୋନା ପାଇଁ ଗାଇଡ୍‌ଲାଇନ୍‌କୁ କଡାକଡି କରାଯିବ। ୧୪ ଦିନ ପାଇଁ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଓ ବିଦେଶ ଫେରନ୍ତାଙ୍କ ଉପରେ ଆମ ଟିମ ନଜର ରଖିଛନ୍ତି। ଭୁବନେଶ୍ବରରେ କଣ୍ଟେନମେଣ୍ଟ ଫେରିବା ପ୍ରସଙ୍ଗରେ କହିଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ |

Leave a Reply

Your email address will not be published. Required fields are marked *