

- ଦିଲ୍ଲୀରେ ଲାଗୁ ହେବ ଆଜିଠୁ ନାଇଟ୍ କର୍ଫ୍ୟୁ, ରାତି ୧୧ଟାରୁ ସକାଳ ୫ଟା ଯାଏ ଲାଗୁ ହେବ କଟକଣା, କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ ।
- ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଲା ଜଗତପୁର ପୋଲିସ । ଗତକାଲି ଜଗତପୁର ପୀରବଜାରରେ ମାଞ୍ଜା ସୂତା ଲାଗି ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଜଗତପୁର ଥାନାରେ ଏକ ମାମଲା ରୁଜୁ ହୋଇଛି |