State ରାଜ୍ୟରେ ଆଉ ୫ ହଜାର ୯୦୧ କରୋନା ଆକ୍ରାନ୍ତ ଚିହ୍ନଟ January 27, 2022January 27, 2022 Jayaprada samantaray 0 Comments ରାଜ୍ୟରେ କ୍ୱାରେଣ୍ଟିନରୁ ୩,୪୧୯, ଲୋକାଲ୍ କେସ୍ ୨,୪୮୨ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩୯ ଚିହ୍ନଟ| ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯କୁ ବୃଦ୍ଧି