

- କୋକସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ରୋସନୀ ସିଂହଦେଓଙ୍କ ପରଲୋକ । ଜୟପାଟଣା ରାଜ ପରିବାରର ବରିଷ୍ଠ ସଦସ୍ୟା ଥିଲେ । ବିଜେଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ । କଳାହାଣ୍ଡିରେ ଶୋକର ଛାୟା |
- ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ