ରାଜ୍ୟରେ ଆଉ ୨୦ ଜୀବନ ନେଲା ମହାମାରୀ କୋରୋନା

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୮୩୮କୁ ବୃଦ୍ଧି । ଯାଜପୁରରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ , ଭୁବନେଶ୍ବର, ବାଲେଶ୍ବର, କେନ୍ଦ୍ରାପଡ଼ାରେ ୩ ଲେଖାଏଁ ଆକ୍ରାନ୍ତ ମୃତ । ମୟୂରଭଞ୍ଜରେ ୨ ସଂକ୍ରମିତଙ୍କ ମୃତ୍ୟୁ । ଭଦ୍ରକ, କଟକ, ଜଗତସିଂହପୁରରେ ଜଣେ ଲେଖାଏଁ ମୃତ । ନବରଙ୍ଗପୁର ଏବଂ କେନ୍ଦୁଝରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ।

Leave a Reply

Your email address will not be published. Required fields are marked *