

- ଟିକା ନନେଇଥିଲେ ବି ମିଳିବ ଜଗା ଦର୍ଶନ | କୋହଳ ହେଲା କୋଭିଡ କଟକଣା , ଆବଶ୍ୟକ ନାହିଁ ଡବଲ ଡୋଜ ଟିକା ସାର୍ଟିଫିକେଟ । ଫେବ୍ରୁଆରି ୨୧ ତାରିଖରୁ ଲାଗୁ ହେବ ନୂଆ SOP | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷ୍ଣନ କୁମାରଙ୍କ ସୂଚନା |
- ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ରାଜ୍ୟରେ ହାଲ୍କା ବର୍ଷା ସମ୍ଭାବନା ; ଆଜି ରାତି ତାପମାତ୍ରା ବଢିବ ଓ ଶୀତ କମିବ, ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ରାତି ତାପମାତ୍ରା ବଢିବା ସମ୍ଭାବନା, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା