ରାଜ୍ୟରେ ଆଉ ୨୨ ଜୀବନ ନେଲା ମହାମାରୀ କୋରୋନା

ରାଜ୍ୟରେ ବାଲେଶ୍ବରରୁ ସର୍ବାଧିକ ୬ଜଣ, ଖୋର୍ଦ୍ଧାରୁ ୫ଜଣ, ଢେଙ୍କାନାଳ ଓ କଟକରୁ ୩ଜଣ ଲେଖାଏଁ ମୃତ୍ୟୁ | ମୟୂରଭଞ୍ଜରୁ ୨ଜଣ, ଭଦ୍ରକ, ଯାଜପୁର ଓ ନୟାଗଡ଼ରେ ଜଣେ ଲେଖାଏଁ ମୃତ | ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୯୨୬କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *