

- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ୱେଷ୍ଟଇଣ୍ଡିଜ୍ର ଷ୍ଟାର କ୍ରିକେଟର କିରଣ ପୋଲାର୍ଡ | କ୍ରିକେଟରୁ ଅବସର ନେଇ ସୋସିଆଲ୍ ମିଡିଆରେ ଜଣାଇଲେ ପୋଲାର୍ଡ | ଏବେ IPLରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ରେ ଅଛନ୍ତି ପୋଲାର୍ଡ
- ଦିଲ୍ଲୀ ଜାହାଙ୍ଗିରପୁରୀରେ ବେଆଇନ ନିର୍ମାଣ ଉଚ୍ଛେଦ ମାମଲା ; ୨ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ । ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ।