- ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଆଜି ED କାର୍ଯ୍ୟାଳୟରେ ହାଜର ପାଇଁ ହୋଇଛି ନୋଟିସ । ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ ଲିଙ୍କରେ ଜେରା କରିପାରେ ED ଅଭୟକାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାଞ୍ଜାକସନ ନେଇ EDକୁ ମିଳିଛି ପ୍ରମାଣ, ଗତକାଲି ଅଭୟ ପାଠକଙ୍କୁ ସାଢ଼େ 11 ଘଣ୍ଟା ଜେରା କରିଥିଲା ED
- ଆଜି ମାଆ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ, ଲମ୍ବା ଧାଡ଼ିରେ ରହି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ