ସିଅନ ହସ୍ପିଟାଲରେ ଆଉ ୩୦ ଡାକ୍ତର କୋରୋନା ସଂକ୍ରମିତ

ମୁମ୍ବାଇ: ସିଅନ ହସ୍ପିଟାଲରେ ଆଉ ୩୦ ଡାକ୍ତରଙ୍କୁ କୋରୋନା | ଏଯାଏ କୋରୋନା ସଂକ୍ରମିତ ହେଲେଣି ୨୬୦ ଡାକ୍ତର , ମହାରାଷ୍ଟ୍ର ଆବାସିକ ଡାକ୍ତର ସଂଘ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *