ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭି ଗିରଫ

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ସାକ୍ଷୀ କିରଣ ଗୋସାଭି ଗିରଫ । ଗୋସାଭିଙ୍କୁ ଗିରଫ କଲା ପୁଣେ ପୋଲିସ । ଆର୍‌ୟନଙ୍କ ସେଲ୍‌ଫି ନେଇ ଚର୍ଚ୍ଚାରେ ଥିଲେ ଗୋସାଭି । ଆର୍‌ୟନ ଗିରଫ ହେବା ପରେ ଗତ କିଛି ଦିନ ହେବ ଫେରାର ଥିଲେ ଗୋସାଭି

Leave a Reply

Your email address will not be published. Required fields are marked *