

- ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍ଲାଇନ୍ସ ; କୋଭିଡ୍ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର।
- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ବିରୋଧ ପ୍ରଦର୍ଶନ, ବିଏମ୍ସିର ୬୧ ନମ୍ବର ୱାର୍ଡର ଖଣ୍ଡୁଆଳ ବସ୍ତିରେ ବିରୋଧ ପ୍ରଦର୍ଶନ, ପଦଯାତ୍ରା କାର୍ଯ୍ୟକ୍ରମ ଚଳାଇଥିବା ସାଂସଦଙ୍କୁ ବିରୋଧ କଲେ ବିଜେଡି କର୍ମୀ, ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦ କରି ବିରୋଧ ପ୍ରଦର୍ଶନ ଓ ନାରାବାଜି