ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୬୫ ଜୀବନ, ୮ ହଜାର ୩୧୮ ନୂଆ ଆକ୍ରାନ୍ତ

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୬୫ ଜୀବନ, କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୭ ହଜାର ୯୩୩କୁ ବୃଦ୍ଧି । ଦେଶରେ ୮ ହଜାର ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ । ଏଯାଏ ସୁସ୍ଥ ହେଲେଣି ୩ କୋଟି ୩୯ ଲକ୍ଷ ୮୮ ହଜାର ୭୯୭ ଜଣ, ୧ ଲକ୍ଷ ୭ ହଜାର ୧୯ ରୋଗୀ ଏବେ ବି ଚିକିତ୍ସାଧୀନ । କାଲି ସୁଦ୍ଧା ୧୨୧ କୋଟି ୬ ଲକ୍ଷ ୫୮ ହଜାର ୨୬୨ ଡୋଜ ଟିକା ଦିଆଯାଇଛି

Leave a Reply

Your email address will not be published. Required fields are marked *