ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍‌ଲାଇନ୍ସ ; କୋଭିଡ୍‌ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର।

ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍‌ଲାଇନ୍ସ | କୋଭିଡ୍‌ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର।
ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ କୋଭିଡ ଟେଷ୍ଟ ଓ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ ।
ବିଦେଶରୁ ଆସୁଥିବା ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ କରାଯିବ । ଖୁବ୍‌ ଶୀଘ୍ର ଓମିକ୍ରନ ନେଇ ଆସିବ ରାଜ୍ୟର ଗାଇଡ୍‌ଲାଇନ: ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର

Leave a Reply

Your email address will not be published. Required fields are marked *