

- କୋଭିଡ଼ରେ ମୃତ ବାପା, ମାଙ୍କ ପିଲା କେଭିରେ ମାଗଣା ପଢିବେ। ଏମ୍ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେଭି। ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ସୁଯୋଗ ମିଳିବ। ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ। ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ।
- ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନକୁ ମିଳିଲାନି ପଦଯାତ୍ରା ଅନୁମତି | ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହେବାର ଥିଲା ପଦଯାତ୍ରା | ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ସ୍ଥଗିତ | ସୂଚନା ଦେଲେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ |