ବ୍ରାଉନସୁଗାର ମାଫିଆ କେ. ରବି ରାଓକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ କ୍ରାଇମବ୍ରାଞ୍ଚର ଆବେଦନ

ବ୍ରାଉନସୁଗାର ମାଫିଆ କେ. ରବି ରାଓକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ କ୍ରାଇମବ୍ରାଞ୍ଚର ଆବେଦନ । ରବିର ଭଡ଼ା ଘରୁ ମିଳିଥିଲା ୩ କୋଟିର ବ୍ରାଉନସୁଗାର, ୬୫ ଲକ୍ଷ ଟଙ୍କା, ୩ଟି ବନ୍ଧୁକ ଓ ଗୁଳି । ବ୍ରାଉନସୁଗାର ଓ ଅସ୍ତ୍ରଶସ୍ତ୍ର ଚାଲାଣ ଘଟଣାର ମାଷ୍ଟରମାଇଣ୍ଡ ଏବେ ବି ଫେରାର ।

Leave a Reply

Your email address will not be published. Required fields are marked *