ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନକୁ ମିଳିଲାନି ପଦଯାତ୍ରା ଅନୁମତି | ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହେବାର ଥିଲା ପଦଯାତ୍ରା | ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ସ୍ଥଗିତ | ସୂଚନା ଦେଲେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ |

Leave a Reply

Your email address will not be published. Required fields are marked *