ଟିକେଟ କଳାବଜାରୀ ୭ ଗିରଫ

ଟିକେଟ କଳାବଜାରୀ ୭ ଗିରଫ | କଟକ ବାରବାଟୀ ମ୍ୟାଚ୍‌ ଟିକେଟ କଳାବଜାରୀ ମାମଲା | ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କଲା ପୋଲିସ | ୨୫ଟି ଟିକେଟ ଓ ୩୦ ହଜାର ଟଙ୍କା ଜବତ | ୩ଟି ମୋବାଇଲ ଫୋନ୍‌ ଓ ୨ଟି ବାଇକ ମଧ୍ୟ ଜବତ କଲା ପୋଲିସ |

Leave a Reply

Your email address will not be published. Required fields are marked *