

- ଭୁବନେଶ୍ୱର CRPF ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପ୍ରାୟ ୨୦ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରି ଚମ୍ପଟ୍; କାରଣ ଅସ୍ପଷ୍ଟ । ଆକ୍ରମଣରେ ୨ ଆହତ, ଜଣେ ଗୁରୁତର । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ନୟାପଲ୍ଲୀ ଥାନାରେ ଏତଲା ପରେ ପୋଲିସର ଛାନଭିନ୍
- ମମିତା ମେହେର ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ, ରାତି ଅଧିଆ ହେଲା କ୍ରାଇମ୍ ସିନ୍ ରିକ୍ରିଏଟ କରାଇଲା ପୋଲିସ, ମହାଲିଙ୍ଗ ମିନି ଷ୍ଟାଡିଅମ ମୃତଦେହ ମିଳିଥିବା ସ୍ଥାନରେ ଡେମୋ କରାଇଲା, ଗୋବିନ୍ଦ ପ୍ରାୟ ୧୫ ମିନିଟ ଡେମୋ ଦେଖାଇଥିବା ସୂଚନା