

- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ, ଏଣିକି ଏସବୁ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେବାକୁ BMC ର ଅନୁମତି, ପୂର୍ବରୁ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା
- ଆଜି T-20 ବିଶ୍ବକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍; ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ହାରିଛନ୍ତି, ଉଭୟ ଟିମ୍ ଆଜି ହାରିଲେ ସେମି ପାଇଁ ରାସ୍ତା କଠିନ ହେବ, ଭାରତୀୟ ଟିମ୍ରେ ଆଜି ହୋଇପାରେ ପରିବର୍ତ୍ତନ, ଆଜି ଆଉ ଏକ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ ନାମିବ୍ୟା