ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ, ଏଣିକି ଏସବୁ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେବାକୁ BMC ର ଅନୁମତି, ପୂର୍ବରୁ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା

Leave a Reply

Your email address will not be published. Required fields are marked *