ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାର ୩୩୦୯ଟି ଗାଁ, ସହରାଞ୍ଚଳର ୨୮୦ ୱାର୍ଡ ବାଲ୍ୟବିବାହ ମୁକ୍ତ ଘୋଷିତ । ବାଲ୍ୟ ବିବାହ ପୂର୍ବରୁ ପ୍ରଶାସନକୁ ସୂଚନା ଦେଲେ ମିଳିବ ପୁରସ୍କାର |

Leave a Reply

Your email address will not be published. Required fields are marked *