ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ , ୨୧ ଟିମ ନିୟୋଜିତ |

ସାତପଡ଼ା, ଟାଙ୍ଗୀ, ବାଲୁଗାଁ, ଚିଲିକା ଓ ନୂଆପଡ଼ାରେ ସକାଳ ୬ରୁ ଆରମ୍ଭ ହୋଇ ଗଣନା ଦିନ ୧୨ଟା ଯାଏ ଚାଲିବ। ସମସ୍ତ ପକ୍ଷୀ ଗଣନା ଟିମରେ ୫ଜଣ ଲେଖାଏଁ ସଦସ୍ୟ ଅଛନ୍ତ । ଏବର୍ଷ ଶୀତର ପ୍ରକୋପ ଅଧିକ ଥିବାରୁ ବିଦେଶାଗତ ପକ୍ଷୀ ସଂଖ୍ୟା ବଢ଼ିବା ଆଶା |

Leave a Reply

Your email address will not be published. Required fields are marked *