- ମନ୍ତ୍ରୀ ପ୍ରତାପ ଜେନାଙ୍କ ସାମ୍ନାରେ ବିଜେଡିର ୨ଗୋଷ୍ଠୀ ମୁହାଁମୁହିଁ, କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀଙ୍କୁ ସ୍ୱାଗତ ନାଁରେ ବାଲିଗୁଡ଼ା ବ୍ଲକ ଏବଂ ନଗର ବିଜେଡି କର୍ମକର୍ତ୍ତା ମୁହାଁମୁହିଁ, ଦୁଇ ଗୋଷ୍ଠୀ ଠେଲାପେଲା ବେଳେ ଗାଡ଼ିରୁ ଓହ୍ଲାଇ ମନ୍ତ୍ରୀ କହିଲେ-ଗଣ୍ଡଗୋଳ, ଦାଦାଗିରି ବନ୍ଦ କର; ନହେଲେ ମୁଁ ଯିବିନାହିଁ
- ଗୃହ ରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି, ସିଆରପିସି ଅନୁସାରେ ସମ୍ମାନ ହାନି ହେଲେ ହିଁ ମାନହାନି ମାମଲା ହେବ, ମନ୍ତ୍ରୀ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ – ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା