

- ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆସନ୍ତା ୨୫ରେ ହାଇକୋର୍ଟ ଖୋଲିବ। ଏହି ଅବକାଶ ସମୟରେ ଅକ୍ଟୋବର ୧୧, ୧୮ ଓ ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ ।
- ଖୋର୍ଦ୍ଧା ADJ ପ୍ରଥମ କୋର୍ଟରେ ଜାମିନ ଜାମିନ ଖାରଜ, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଜେପିର ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ମାମଲାରେ ଜେଲ ଗଲେ । ଖୋର୍ଦ୍ଧା ଉପ-କାରାଗାରକୁ ଗଲେ ଚିଲିକା ବିଧାୟକ ଜଗଦ୍ଦେବ । ମାସେ ଧରି ପୋଲିସ ଆଖିରୁ ଲୁଚି ବୁଲୁଥିଲେ ପ୍ରଶାନ୍ତ ।