

- ଗଞ୍ଜାମ ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତ । ସାମ୍ବା ଜିଲ୍ଲାର ପଲ୍ଲୀ ପଞ୍ଚାୟତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଭାଗ ନେବେ ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଗ୍ରାମ ସଭାକୁ କରିବେ ସମ୍ବୋଧନ ।