ଦୁଇଦିନିଆ ଭାରତ ଗସ୍ତରେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ୱନ୍ ଡେର୍ ଲେୟେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କରିବେ ସାକ୍ଷାତ । ୨୫ ଏପ୍ରିଲରେ ସମ୍ବୋଧନ ଦେବେ ଲେୟେନ ।

Leave a Reply

Your email address will not be published. Required fields are marked *