- ସମ୍ବଲପୁର ଅଇଠାଁପାଲି ଟାଙ୍ଗରପାଲିରେ ଅଭାବନୀୟ ଘଟଣା ; ଘର ଭିତରେ ମା’ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଅଇଠାଁପାଲି ପୋଲିସର ତଦନ୍ତ ଆରମ୍ଭ , ଆତ୍ମହତ୍ୟା ସନ୍ଦେହ | ମୃତ ମହିଳା ଜ୍ୟୋସ୍ନାରାଣୀ ଦାସ ଓ ପୁଅ ସୁଧିର ପଣ୍ତା |
- କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର ; ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା |