କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ଦିଲ୍ଲୀରୁ ଗିରଫ | ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ | ୮ ବର୍ଷ ହେବ ଫେରାର ପୂର୍ବତନ ବିଡିଓ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି |

Leave a Reply

Your email address will not be published. Required fields are marked *