

- ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬ କୋଟିର ଅନୁଦାନ ମିଳିଛି। ବିଗତ ୩ ବର୍ଷରେ ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଦିଆଯାଇଛି। ଓଡ଼ିଶାରେ ୧୦୦% ବିଦ୍ୟୁତକରଣ ହୋଇଛି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
- ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଘଟଣ ; ପୁରୀକୁ ଯାତ୍ରୀ ନେଇ ଯାଉଥିବା ବସକୁ ପିଟିଲା ହାଇୱା, ୨୦ ଜଣ ଯାତ୍ରୀ ଆହତ