ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬ କୋଟିର ଅନୁଦାନ ମିଳିଛି। ବିଗତ ୩ ବର୍ଷରେ ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଦିଆଯାଇଛି। ଓଡ଼ିଶାରେ ୧୦୦% ବିଦ୍ୟୁତକରଣ ହୋଇଛି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *