- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା କୃଷ୍ଣପ୍ରସାଦ ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଅଲଣ୍ଡା ଗାଁର। ଘଟଣାରେ ମୋଟ ୬୦ଜଣଙ୍କ ନାଁରେ ରହିଛି ଅଭିଯୋଗ
- ଭବିଷ୍ୟତରେ ‘ଗେରୁଆ ପତାକା’ ଜାତୀୟ ପତାକା ହୋଇପାରେ ବୋଲି କହିଲେ ମନ୍ତ୍ରୀ ; ବିଧାନସଭାରେ ଶୋଇଲେ କଂଗ୍ରେସ ବିଧାୟକ