ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍‌ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା କୃଷ୍ଣପ୍ରସାଦ ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଅଲଣ୍ଡା ଗାଁର। ଘଟଣାରେ ମୋଟ ୬୦ଜଣଙ୍କ ନାଁରେ ରହିଛି ଅଭିଯୋଗ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍‌ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି ।
ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା କୃଷ୍ଣପ୍ରସାଦ ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଅଲଣ୍ଡା ଗାଁର। ଘଟଣାରେ ମୋଟ ୬୦ଜଣଙ୍କ ନାଁରେ ରହିଛି ଅଭିଯୋଗ

Leave a Reply

Your email address will not be published. Required fields are marked *