

- ଅଗଷ୍ଟ ୧୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆସନ୍ତାକାଲିଠୁ ବଢ଼ିବ ବର୍ଷାର ବିସ୍ତୃତି ଓ ପ୍ରକୋପ । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ଚେତାବନୀ ।୧୯ ଓ ୨୦ରେ ଅତିପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
- ଭିନ୍ନ ସ୍ୱାଦର ପୁସ୍ତକ ‘ଚୌଧୁରୀ’ ଉନ୍ମୋଚିତ; ଏକାଠି ହେଲେ ଚୌଧୁରୀ ପରିବାର