

- କନ୍ନୁରରେ ହୋଇଥିବା ବିମାନ ଦୁର୍ଘଟଣାରେ ଗ୍ରୁପ କ୍ଯାପଟେନ ଏବେବି ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଏହି ସମୟରେ ତାଙ୍କ ଦ୍ୱାରା ଲିଖିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
- ଲୋକପ୍ରିୟ ଓଲିଉଡ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ | ମିହିର ଦାସଙ୍କ ମଲ୍ଟି ଅର୍ଗାନ ଫେଲ୍ ହୋଇଛି, ହୃଦ୍ଘାତର ମଧ୍ୟ ଶିକାର ହୋଇଛନ୍ତି, ସୁଚନା ଦେଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର |