

- ସୁମିତଙ୍କ ବିରୋଧରେ NBW ଜାରି ପାଇଁ SDJM କୋର୍ଟଙ୍କ ଦ୍ବାରସ୍ଥ ହେଲେ ତପସ୍ବିନୀ | ଭରଣପୋଷଣ ବାବଦ ଅର୍ଥ ସୁମିତ ଦେଇ ନ ଥିବା ଅଭିଯୋଗ କରି ପିଟିସନ ଦାଖଲ କଲେ ତପସ୍ଵିନୀଙ୍କ ଓକିଲ | ପ୍ରତି ମାସ ୧୦ରେ ୧୭ ହଜାର ଟଙ୍କା ଦେବାକୁ କହିଥିଲେ କୋର୍ଟ | ଜିଲ୍ଲା ଦୈାରାଜଜ କୋର୍ଟଙ୍କ ନିୟମକୁ ଅବମାନନା ଅଭିଯୋଗ, ଆସନ୍ତା ୧୯ରେ ହେବ ଶୁଣାଣି
- ବିଶ୍ୱରେ ବଢ଼ିଲା ଭାରତୀୟ ପାସପୋର୍ଟର ମାନ୍ୟତା ; ଜାଣନ୍ତୁ କେତେ ତମ ସ୍ଥାନରେ ଅଛି ଓ କଣ ମିଳିବ ସୁବିଧା