ସୁମିତଙ୍କ ବିରୋଧରେ NBW ଜାରି ପାଇଁ SDJM କୋର୍ଟଙ୍କ ଦ୍ବାରସ୍ଥ ହେଲେ ତପସ୍ବିନୀ | ଭରଣପୋଷଣ ବାବଦ ଅର୍ଥ ସୁମିତ ଦେଇ ନ ଥିବା ଅଭିଯୋଗ କରି ପିଟିସନ ଦାଖଲ କଲେ ତପସ୍ଵିନୀଙ୍କ ଓକିଲ | ପ୍ରତି ମାସ ୧୦ରେ ୧୭ ହଜାର ଟଙ୍କା ଦେବାକୁ କହିଥିଲେ କୋର୍ଟ | ଜିଲ୍ଲା ଦୈାରାଜଜ କୋର୍ଟଙ୍କ ନିୟମକୁ ଅବମାନନା ଅଭିଯୋଗ, ଆସନ୍ତା ୧୯ରେ ହେବ ଶୁଣାଣି

Leave a Reply

Your email address will not be published. Required fields are marked *