

- World Odisha Society Felicitates Visiting Non Resident Odias
- ପ୍ରେମରେ ଧୋକା ଖାଇ ପ୍ରେମିକଙ୍କ ଆତ୍ମହତ୍ୟା | ରାଜଧାନୀରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ନାମକ ଯୁବକଙ୍କ ଆତ୍ମହତ୍ୟା । ଘଟଣା ସ୍ଥଳରୁ ସୁଇସାଇଡ୍ ନୋଟ ଜବତ, ନୋଟରେ ଯୁବତୀଙ୍କ ନାଁ ଉଲ୍ଲେଖ କରିଛନ୍ତି ଯୁବକ । ଭୁବନେଶ୍ବର ନନ୍ଦନ ବିହାରରେ ରହୁଥିଲେ ସୌମ୍ୟ | ଘର କଟକ ବଡ଼ମ୍ବାରେ ।