ପ୍ରେମରେ ଧୋକା ଖାଇ ପ୍ରେମିକଙ୍କ ଆତ୍ମହତ୍ୟା | ରାଜଧାନୀରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ନାମକ ଯୁବକଙ୍କ ଆତ୍ମହତ୍ୟା । ଘଟଣା ସ୍ଥଳରୁ ସୁଇସାଇଡ୍‌ ନୋଟ ଜବତ, ନୋଟରେ ଯୁବତୀଙ୍କ ନାଁ ଉଲ୍ଲେଖ କରିଛନ୍ତି ଯୁବକ । ଭୁବନେଶ୍ବର ନନ୍ଦନ ବିହାରରେ ରହୁଥିଲେ ସୌମ୍ୟ | ଘର କଟକ ବଡ଼ମ୍ବାରେ ।

Leave a Reply

Your email address will not be published. Required fields are marked *