

- ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଗଣନା ସମୟରେ ଶିମିଳିପାଳ କୋର୍, ବୋଫର ଅଂଚଳରେ ୫୦୦ଟି କ୍ୟାମେରା ଲଗାଯାଇ ଫୋଟୋ ଉଠାଯିବ। ବାଘ ଗଣନା ସହ ସମ୍ବର, ହରିଣ ମଧ୍ୟ ଗଣାଯିବ
- ଆଜି ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପକୃତ ହେବେ ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାର