କଟକ ଭଦିମୂଳ ଘାଟରେ ମହାନଦୀରେ ୪ ଛାତ୍ର ବୁଡ଼ିଯିବା ଘଟଣା | ଆଉ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି | ମୃତକ-ଜଗା ବେହେରା, ଆକାଶ ବାହାଲିଆ ଓ ଚନ୍ଦନ ବେହେରା | ଅନ୍ୟ ଜଣେ ଛାତ୍ର ଶୁଭମ୍‌ ସେଠୀ ଏବେ ବି ନିଖୋଜ, ତଲାସି ଜାରି

Leave a Reply

Your email address will not be published. Required fields are marked *