ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଗଣନା ସମୟରେ ଶିମିଳିପାଳ କୋର୍‌, ବୋଫର ଅଂଚଳରେ ୫୦୦ଟି କ୍ୟାମେରା ଲଗାଯାଇ ଫୋଟୋ ଉଠାଯିବ। ବାଘ ଗଣନା ସହ ସମ୍ବର, ହରିଣ ମଧ୍ୟ ଗଣାଯିବ

Leave a Reply

Your email address will not be published. Required fields are marked *