

- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ; ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିବ୍ୟାଙ୍ଗଙ୍କ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି |
- ୧୫ କୋଟି ଠକେଇ ଅଭିଯୋଗରେ ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ତପନ ସାମନ୍ତଙ୍କୁ କୋଲକାତାରୁ ଗିରଫ କଲା କ୍ରାଇମବ୍ରାଞ୍ଚ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବାଲେଶ୍ୱର OPID କୋର୍ଟରେ ହାଜର କରାଯିବ, ୨୦୧୦ରେ ମାସ୍ ଇନଫ୍ରା ରିଅଲିଟି ଲିମିଟେଡ୍ ଜରିଆରେ ଠକେଇ ଅଭିଯୋଗ |