ପ୍ରୋ ଲିଗ୍‌ ମ୍ୟାଚ ପାଇଁ ଭୁନେଶ୍ବରରେ ପହଞ୍ଚିଲା ଜର୍ମାନୀ ମହିଳା ହକି ଦଳ । ବିମାନବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ହୋଟେଲରେ ପହଞ୍ଚିଲେ ଖେଳାଳୀ । ୧୨ ତାରିଖରେ ଭାରତୀୟ ମହିଳା ହକି ଟିମ୍ ସହ କଳିଙ୍ଗ ଷ୍ଟାଡିୟମରେ ହେବ ମ୍ୟାଚ୍ |

Leave a Reply

Your email address will not be published. Required fields are marked *