News ହତ୍ୟା ମାମଲାରେ ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ CBI କୋର୍ଟ October 18, 2021October 18, 2021 admin 0 Comments ୨୦୦୨ର ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲାରେ ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ ।ରାୟ ଶୁଣାଇଲେ ହରିୟାଣାର ପଞ୍ଚକୁଲା ସ୍ବତନ୍ତ୍ର CBI କୋର୍ଟଅନ୍ୟ ୫ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରାମ ରହିମ ଉପରେ ୩୧ ଲକ୍ଷ ଟଙ୍କାର ଜରିମାନା, ଅନ୍ୟ ୪ ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ